ତାଜା ଖବରରାଜ୍ୟ ଖବର

ଉତ୍ତରାଞ୍ଚଳ ଡିଆଜି ଭାବେ ଦାୟିତ୍ୱ ନେଲେ ୨୦୦୩ ବ୍ୟାଚ ଆପିଏସ ଅଫିସର କବିତା ଜଲାନ୍ l

Odisha: ଉତ୍ତରାଞ୍ଚଳ ଡିଆଜି ଭାବେ ଶୁକ୍ରବାର ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ ରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୦୩ ବ୍ୟାଚ ଆପିଏସ ଅଫିସର କବିତା ଜଲାନ୍ l ଉତ୍ତରାଞ୍ଚଳ ଡିଆଜି ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନ ରେ ଯିବା ପରେ ସେହି ସ୍ଥାନ ରେ ଏସଟିଏଫ ଡିଆଜି ଜୟ ନାରାୟଣ ପଙ୍କଜ ଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଉତ୍ତର ପ୍ରଦେଶ କ୍ୟାଡର ଆପିଏସ କବିତା ଜଲାନ୍ ପଶ୍ଚିମାଞ୍ଚଳ ଡିଆଜି ଭାବେ ରାଉରକେଲା ରେ କାର୍ଯ୍ୟରତ ଥିଲେ l

ଉତ୍ତରାଞ୍ଚଳ ଡିଆଜି ଭାବେ ଶୁକ୍ରବାର ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ ରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୦୩ ବ୍ୟାଚ ଆପିଏସ ଅଫିସର କବିତା ଜଲାନ୍ l ଉତ୍ତରାଞ୍ଚଳ ଡିଆଜି ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନ ରେ ଯିବା ପରେ ସେହି ସ୍ଥାନ ରେ ଏସଟିଏଫ ଡିଆଜି ଜୟ ନାରାୟଣ ପଙ୍କଜ ଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଉତ୍ତର ପ୍ରଦେଶ କ୍ୟାଡର ଆପିଏସ କବିତା ଜଲାନ୍ ପଶ୍ଚିମାଞ୍ଚଳ ଡିଆଜି ଭାବେ ରାଉରକେଲା ରେ କାର୍ଯ୍ୟରତ ଥିଲେ l

ସମ୍ବଲପୁର ରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button