ଚପରାସୀ ମାନଙ୍କ ଦରମା ପ୍ରଦାନ ଦାବିରେ ରେଢ଼ାଖୋଲ ଡିଭିଜନ ଡିଏଫ୍ଓ ଙ୍କୁ ଦାବୀ ପତ୍ର ପ୍ରଦାନ l

Odisha: ଚପରାସୀ ମାନଙ୍କ ଦରମା ପ୍ରଦାନ ଦାବିରେ ଆଜି ରେଢ଼ାଖୋଲ ଡିଭିଜନ ଡି ଏଫ୍ ଓ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି l ଆସନ୍ତା ୧୭ ତାରିଖ ସୁଦ୍ଧା ଦରମା ପ୍ରଦାନ ନ ହେଲେ ଅଗଷ୍ଟ ୨୦ ତାରିଖ ରେ ଧାରଣା ତଥା ପ୍ରତିବାଦ ସଭା କରାଯିବ ବୋଲି ଲିଖିତ ଭାବେ ଜଣାଇଦିଆଯାଇଛି ।

ଆଜିର ଆଲୋଚନା ରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି,ଡିଭିଜନ ସମ୍ପାଦକ କିଶୋର ପ୍ରଧାନ, ଯୁଗ୍ମ ସମ୍ପାଦକ ଉଦିତ୍ ତ୍ରିପାଠୀ, ଛାତ୍ର ବିଜେଡ଼ି ରାଜ୍ୟ ସମ୍ପାଦକ ମିଲନ ହୋତା, ବିଭିନ୍ନ ରେଞ୍ଜ କର୍ମକର୍ତ୍ତା, ମୁନସୀ, ଚପରାଶୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags
cg dpr advertisement cg dpr advertisement cg dpr advertisement
cg dpr advertisement cg dpr advertisement cg dpr advertisement

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button