ତାଜା ଖବରରାଜ୍ୟ ଖବର

ପରଲୋରେ କବି ଭବାନୀ ଶଙ୍କର ନାଥ

Sambalpur: ସୁନାମଧନ୍ୟ ସମ୍ବଲପୁରୀ ଲେଖକ ତଥା କବି ଭବାନୀ ଶଙ୍କର ନାଥଙ୍କ ରବିବାର ଭୋର ୪ଟା ସମୟରେ ଠେମରାସ୍ଥିତ ତାଙ୍କ ବଡ ଜ୍ବାଇଁଙ୍କ ବାସଭବନରେ ହୃତଘାତ ଜନିତ ମୃତ୍ୟୁ ହୋଇଯାଇଛି।

ଏ ଖବର ପ୍ରଚାର ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ସେ ହିରାଖଣ୍ଡ ସମବାୟ ସମିତିର ନାଥ ବାବୁ ନାମରେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଶର୍ଯ୍ୟାନିକଟରେ ଚାରି ଝିଅ ଜ୍ବାଇଁ ଓ ନାତି ନାତୁଣୀ ତଥା ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ଅନ୍ତିମ ସଂସ୍କାର ଠେମରାସ୍ଥିତ ଶ୍ୱଶାନରେ କରାଯାଇଥିଲା ।

ସୁନାମଧନ୍ୟ ସମ୍ବଲପୁରୀ ଲେଖକ ତଥା କବି ଭବାନୀ ଶଙ୍କର ନାଥଙ୍କ ରବିବାର ଭୋର ୪ଟା ସମୟରେ ଠେମରାସ୍ଥିତ ତାଙ୍କ ବଡ ଜ୍ବାଇଁଙ୍କ ବାସଭବନରେ ହୃତଘାତ ଜନିତ ମୃତ୍ୟୁ ହୋଇଯାଇଛି।

ସମ୍ବଲପୁର ରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button