Uncategorized

ସମ୍ବଲପୁର : ସ୍ୱାଧୀନତା ଦିବସ, ଗଣେଶ ପୂଜା ଏବଂ ନୂଆଁଖାଇ ରେ ହେବ ନାହିଁ ସଟ୍ ଡାଉନ୍

Sambalpur: ସମ୍ବଲପୁର ଜିଲ୍ଲାରେ ସ୍ୱାଧୀନତା ଦିବସ (ଅଗଷ୍ଟ ୧୫), ଗଣେଶ ପୂଜା (ଅଗଷ୍ଟ ୨୨) ଓ ନୂଆଁଖାଇ (ଅଗଷ୍ଟ ୨୩) ତାରିଖ ଦିନ କରାଯାଇଥିବା ସଟଡାଉନ ନିୟମକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ l

ଏନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ ସେନା ନିର୍ଦେଶ ନାମା ଜାରି କରିଛନ୍ତି l ସମ୍ବଲପୁର ତଥା ପଶ୍ଚିମ ଓଡିଶା ର ମହାନ ଗଣ ପର୍ବ ନୂଆଁଖାଇ ଓ ସ୍ୱାଧୀନତା ଦିବସ ଦିନ ସପ୍ତାହନ୍ତ ସଟଡାଉନ ଘୋଷଣା ତାରିଖ ପଡିଥିଲା l

ତେବେ ଏହାକୁ ବାତିଲ କରିବା ବିଭିନ୍ନ ସଂଘଠନ ତଥା ରାଜନୈତିକ ବ୍ୟକ୍ତି ବିଶେଷ ଦାବୀ କରିଥିଲେ l ତେବେ ଏହା ପରିବର୍ତ୍ତେ ଅଗଷ୍ଟ ୧୬ ଓ ୧୭ ତାରିଖ ୨ ଦିନ ଜିଲ୍ଲାରେ ସଟଡାଉନ କରାଯିବାର ନିଷ୍ପତି ନିଆଯାଇଛି l

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button