Uncategorizedତାଜା ଖବରରାଜ୍ୟ ଖବର

ଆଖାଡା ର ଓସ୍ତାଦ ପିତାମ୍ବର ରାଏ ଙ୍କ ପରଲୋକ।

Sambalpur: ସମଲେଶ୍ୱରୀ ମନ୍ଦିର ର ଆଖାଡା ଓସ୍ତାଦ ତଥା ପୂର୍ବତନ ରାଜସ୍ବ ଇନ୍ସପେକ୍ଟର ପିତାମ୍ବର ରାଏ (୬୮) ଙ୍କ ଶନିବାର ପରଲୋକ ହୋଇଛି l ସେ ନିଜ ଅନ୍ତେ ପତ୍ନୀ, ୩ ଝିଅ ଓ ୩ ପୁଅ କୁ ଛାଡି ଯାଇଛନ୍ତି l ପିତାମ୍ବର ରାଏ ୧୯୯୩ ମସିହାରେ ସମଲେଶ୍ୱରୀ ମନ୍ଦିର ର ଆଖଡ଼ା ଓସ୍ତାଦ ଭାବେ ଅଭିଷିକ୍ତ ହୋଇଥିଲେ l ତାଙ୍କ ବିୟୋଗ ରେ ସହରରେ ଗଭୀର ଶୋକ ପ୍ରକାଶ ପାଇଛି l

ସମଲେଶ୍ୱରୀ ମନ୍ଦିର ର ଆଖାଡା ଓସ୍ତାଦ ତଥା ପୂର୍ବତନ ରାଜସ୍ବ ଇନ୍ସପେକ୍ଟର ପିତାମ୍ବର ରାଏ (୬୮) ଙ୍କ ଶନିବାର ପରଲୋକ ହୋଇଛି l ସେ ନିଜ ଅନ୍ତେ ପତ୍ନୀ, ୩ ଝିଅ ଓ ୩ ପୁଅ କୁ ଛାଡି ଯାଇଛନ୍ତି l ପିତାମ୍ବର ରାଏ ୧୯୯୩ ମସିହାରେ ସମଲେଶ୍ୱରୀ ମନ୍ଦିର ର ଆଖଡ଼ା ଓସ୍ତାଦ ଭାବେ ଅଭିଷିକ୍ତ ହୋଇଥିଲେ l ତାଙ୍କ ବିୟୋଗ ରେ ସହରରେ ଗଭୀର ଶୋକ ପ୍ରକାଶ ପାଇଛି l

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button